Tags » Ori

[Ori] Fabian 004

Fabian 004 – Hug

Original (Fabian’s)

– ตอนปลายเรื่องจะพูดถึงอนาคตที่ยังไม่เปิด (แต่คาดหวังว่ากำลังจะเกิด) (ฮา)

- เอลเลียต กัลโลเวย์ เป็นตัวละครของแตม @okjetaime


********************

[1]


เฟลิกซ์ คริสเตนเซ่นโหยหาอ้อมกอด

แม่แท้ ๆ ของเขาแทบไม่เคยกอดเขา ดังนั้น จึงไม่ต้องถามถึงพ่อที่ไม่เคยเห็นหน้า — พ่อทิ้งแม่ไปตั้งแต่เฟลิกซ์เริ่มมีชีวิตอยู่บนโลกเน่า ๆ ในท้องบวม ๆ นั่น และแม่ก็ทิ้งความผิดทั้งหมดลงมาที่เขา แม่คิดว่าถ้าปล่อยให้ตัวเองท้อง แล้วพ่อจะยังกอดแม่ไว้ กอดไปตลอด 261 more words

Fiction

Halloween 2014 - The Pumpkin Decorating

Greetings from the desert. Felix was excited about decorating a $20 pumpkin. He used some markers. We thought some stencils would help him as well. 38 more words

Photos

God's Love (ORIYA-ଓଡ଼ିଆ: Easy-to-Read Version Bible-ବାଇବେଲ)

ORIYA-ଓଡ଼ିଆ: Easy-to-Read Version Bible-ବାଇବେଲ

John (ଯୋହନଲିଖିତ ସୁସମାଚାର) 3:16

16 ହଁ, ପରମେଶ୍ୱର ଏ ପୃଥିବୀକୁ ଏତେ ପ୍ରେମ କଲେ ଯେ ସେ ତାହାଙ୍କ ଏକମାତ୍ର ପୁତ୍ରଙ୍କୁ ଦାନ କଲେ। ପରମେଶ୍ୱର ତାହାଙ୍କ ପୁତ୍ରଙ୍କୁ ଦାନ କଲେ ଯେପରି ତାହାଙ୍କ ପୁତ୍ରଙ୍କୁ ବିଶ୍ୱାସ କରୁଥିବା ପ୍ରତ୍ୟେକ ବ୍ୟକ୍ତି, ବିନାଶ ହେବେ ନାହିଁ, କିନ୍ତୁ ଅନନ୍ତ ଜୀବନ ପାଇବେ।

Bible

God's Love (ORIYA-ଓଡ଼ିଆ: Bible-ବାଇବେଲ)

ORIYA-ଓଡ଼ିଆ: Bible-ବାଇବେଲ

John (ଯୋହନଲିଖିତ ସୁସମାଚାର) 3:16

16 ହଁ, ପରମେଶ୍ବର ଏ ପୃଥିବୀକୁ ଏତେ ପ୍ ରମେ କଲେ ଯେ ସେ ତାହାଙ୍କ ଏକମାତ୍ର ପୁତ୍ରଙ୍କୁ ଦାନ କଲେ। ପରମେଶ୍ବର ତାହାଙ୍କ ପୁତ୍ରଙ୍କୁ ଦାନ କଲେ ଯେପରି ତାହାଙ୍କ ପୁତ୍ରଙ୍କୁ ବିଶ୍ବାସ କରୁଥିବା ପ୍ରେତ୍ୟକକ ବ୍ଯକ୍ତି, ବିନାଶ ହବେେ ନାହିଁ, କିନ୍ତୁ ଅନନ୍ତ ଜୀବନ ପାଇବେ।

Bible

The Ten Commandments (ORIYA-ଓଡ଼ିଆ: Bible-ବାଇବେଲ)

ORIYA-ଓଡ଼ିଆ: Bible-ବାଇବେଲ

Exodus (ଯାତ୍ରାପୁସ୍ତକ) 20:3-17

3 “ତୁମ୍ଭମାନେେ ମାେ ବ୍ଯତୀତ ଆଉ କୌଣସି ଦବେତାଗଣକୁ ଉପାସନା କରିବ ନାହିଁ।

4 “ତୁମ୍ଭମାନେେ କୌଣସି ପ୍ରତିମା ପୂଜା କରିବ ନାହିଁ, କି ସ୍ବର୍ଗ ରେ କିମ୍ବା ପୃଥିବୀ ରେ କିମ୍ବା ପୃଥିବୀ ନୀଚ୍ଚସ୍ଥ ଜଳ ରେ କୌଣସି ମୂର୍ତ୍ତି ନିର୍ମାଣ କରିବା ଉଚିତ୍ ନୁହଁ।

5 କୌଣସି ମୂର୍ତ୍ତିକୁ ଉପାସନା କରିବ ନାହିଁ କିମ୍ବା ତା’ର ସବୋ କରିବ ନାହିଁ। କାହିଁକି? କାରଣ ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟେ। ମୁଁ ଇର୍ଷାପରାଯଣ ପରମେଶ୍ବର। ଯେଉଁମାନେ ମାେତେ ଘୃଣା କରନ୍ତି ସମାନେେ ମାରେ ଶତୃ ରେ ଗଣାୟାନ୍ତି ଏବଂ ମୁଁ ସମାନଙ୍କେୁ ସମାନଙ୍କେର ତୃତୀୟ ପୁରୁଷ ଓ ଚତୁର୍ଥ ପୁରୁଷ ପର୍ୟ୍ଯନ୍ତ ଶାସ୍ତି ବିଧାନ କରିବି।

6 କିନ୍ତୁ ମୁଁ ସହେି ଲୋକମାନଙ୍କ ପ୍ରତି ଦୟାକରେ, ଯେଉଁମାନେ ମାରେ ନିଯମ ପାଳନ କରନ୍ତି ଓ ମାେତେ ପ୍ ରମେ କରନ୍ତି, ମୁଁ ତାଙ୍କର ହଜାର ହଜାର ପୁରୁଷଙ୍କର ଦୟା କରେ।

7 “ତୁମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ନାମ ମିଥ୍ଯା ରେ ନବେ ନାହିଁ, କାରଣ ଯେ କହେି ତାଙ୍କର ନାମ ମିଥ୍ଯା ରେ ନିଏ, ସଦାପ୍ରଭୁ ତାଙ୍କୁ ଅପରାଧୀ ପୂପେ ଗଣନା କରନ୍ତି।

8 “ବିଶ୍ରାମଦିନଟିକୁ ପବିତ୍ର ଦିବସ ରୂପେ ପାଳନ କରିବାକୁ ସ୍ମରଣ କର।

9 ଛଅ ଦିନ ରେ ଆପଣାର ସମସ୍ତ କର୍ମ କରିବ।

10 ମାତ୍ର ସପ୍ତମ ଦିନ ସଦାପ୍ରଭୁ ତୁମ୍ଭ ପରମେଶ୍ବରଙ୍କର ବିଶ୍ରାମ ଦିନ ଅଟେ। ତହିଁରେ ତୁମ୍ଭେ କି ତୁମ୍ଭର ପୁତ୍ର କି ତୁମ୍ଭର କନ୍ଯା, ତୁମ୍ଭର ଦାସ କିମ୍ବା ଦାସୀ, ତୁମ୍ଭର ପଶୁ କି ତୁମ୍ଭର ନଗରର ଦ୍ବାରବର୍ତ୍ତୀ ବିଦେଶୀ କହେି କୌଣସି କାର୍ୟ୍ଯ କରିବ ନାହିଁ।

11 ଯେ ହତେୁ ସଦାପ୍ରଭୁ ଆକାଶମଣ୍ଡଳ ଓ ପୃଥିବୀ ଓ ସମୁଦ୍ର ଓ ଦନ୍ମଧ୍ଯସ୍ଥିତ ସମସ୍ତ ବସ୍ତୁ ଛଅ ଦିନ୍ ରେ ନିର୍ମାଣ କରି ସପ୍ତମ ଦିନ ରେ ବିଶ୍ରାମ କଲେ। ଏହିପରି ଭାବରେ ସଦାପ୍ରଭୁ ବିଶ୍ରାମ ଦିନଟିକୁ ଆଶୀର୍ବାଦ କଲେ। ସଦାପ୍ରଭୁ ଏହି ଦିନଟକୁ ଏକ ସ୍ବତନ୍ତ୍ର ଦିନ କଲେ।

12 “ତୁମ୍ଭେ ଆପଣା ପିତା ଓ ମାତାଙ୍କୁ ସମ୍ମାନ କର। ଏହିପରି କର ୟଦ୍ବାରା ସଦାପ୍ରଭୁ ତୁମ୍ଭର ପରମେଶ୍ବର ତୁମ୍ଭକୁ ଯେଉଁ ଦେଶ ଦବେେ ସହେି ଦେଶ ରେ ତୁମ୍ଭର ଦୀର୍ଘ ପରମାଯୁ ହବେ।

13 “ତୁମ୍ଭେ ନରହତ୍ଯା କରିବ ନାହିଁ।

14 “ତୁମ୍ଭେ ବ୍ଯଭିଚାର କରିବ ନାହିଁ।

15 “ତୁମ୍ଭେ ଚୋରୀ କରିବ ନାହିଁ।

16 “ତୁମ୍ଭେ ଆପଣା ପ୍ରତିବେଶୀ ବିରୁଦ୍ଧ ରେ ମିଥ୍ଯା ସାକ୍ଷ୍ଯ ଦବେ ନାହିଁ।

17 “ତୁମ୍ଭେ ଆପଣା ପ୍ରତିବେଶୀର ଗୃହକୁ ଲୋଭ କରିବ ନାହିଁ। ତୁମ୍ଭେ ଆପଣା ପ୍ରତିବେଶୀର ଭାର୍ୟ୍ଯା କି ଦାସ, ଦାସୀ କି ତା’ର ଗୋରୁ କି ଗଧ କି ତୁମ୍ଭ ପ୍ରତିବେଶୀର କୌଣସି ବସ୍ତୁକୁ ଲୋଭ କରିବ ନାହିଁ।”

Bible

Penggunaan Software Pirate?

[1]
Tajuk entry ini agak straight forward, sebab dah banyak kali aku come across persoalan ni, dan juga come across pandangan yg berbeza. Hence as any other blogger (and any other Muslim who cares) I need to say what I need to say. 1,632 more words

Monologues

Better Value, Lower A$ Should Support Corporate Activity - GS

Goldman Sachs sees more scope for takeovers in Australia after recent fall in share prices and the A$. “While valuations are lower, the dispersion in multiples across the market has also widened to more normal levels,” analyst Matthew Ross says. 51 more words

QAN