Tags » College Days

Street Style

Kickstarted my Monday with Semester 2 of College. It’s crazy how we’re already halfway through! Time really do flies when you are enjoying what you do and really that is the only way to get on with life. 125 more words

Feeling Nostalgic

Dear Friends,

We all are heading towards our futures in a  booming way, accomplishing the goals and ambitions of our lives. I feel happy and proud that finally we have been successful in getting the jobs with handsome salaries. 321 more words

Life

The Intern

One of the requirements for the course at TFI is to complete an internship journal therefore we had the opportunity to intern within the Fashion Industry. 234 more words

Recap of the last 3 months

Hey there beautiful souls.

It’s been some time since I sat down on my bed, with my lanterns on to talk about my day or my week. 264 more words

Share your World #28

Here are my answers to this week’s Share your World questions.

What is your earliest memory?

I am always intrigued by what sticks in my mind and what doesn’t.   731 more words

Struisbaai

ରେନି ଡେ

        ରେନି ଡେ

କଲେଜରେ ଆଜି ରେନି ଡେ
ଜାଣିବା ବେଳକୁ ଅଧା ଭିଜିଲିଣି ମୁଁ
ଚାଲ ଯିବା ଧୁସି ଭାଈ ଦୋକାନ କୁ
ଆଳୁଚପ ଓ ଗୁଲୁଗୁଲା
ଛଣା ହୋଇଥିବ ଗରମ ଗରମ
ଗହଳି ବି ନଥିବ ଆଜି
ବସି ଖାଇବା ଓ ଗପିବା ନିଧୁମ

କଲେଜରେ ଆଜି ରେନି ଡେ
ମୁଁ ଆସି ବସିଛି ପଚିଶ ନମ୍ବର ରୁମରେ
ତାସ ମୁଠା ଫେଣ୍ଟୁଛି ଚିତ୍ତ
ଖାତା କଲମ ରେଡ୍ଡୀ କଲାଣି ଲିଙ୍କୁ
ଖାଲି କଂସାଏ ମୁଢି ଦରକାର
ଆଉ ଦରକାର ବାରମଜା, ତେଲ ଓ ପିଆଜ

କଲେଜରେ ଆଜି ରେନି ଡେ
କ୍ରିକେଟ ଖେଳ ଆଜି ଆଉ ହବନି
କାଲିବି ଏମିତି ହୁଅନ୍ତା କି ବର୍ଷା
ହଷ୍ଟେଲରେ ଚାଲନ୍ତା ଆମ ଖଟି
କାଲି ବି ବନ୍ଦ ରହନ୍ତା କଲେଜ
ମିଳିଯା’ନ୍ତା ଆଉ ଥରେ ପଢାରୁ ଛୁଟି

ଆଉ ରେନି ଡେ ହଉନି ଆଜିକାଲି
ବର୍ଷା ହେଲେ ରେନକୋଟ ପିନ୍ଧି ମୁଁ ଯାଉଛି ଅଫିସ
ସାଙ୍ଗମାନେ ଏକାଠି ହେଲେ ତାସ ପାଇଁ
ସମୟ ନାହିଁ, ନାହିଁ ଆଉ ଧୁସି ଭାଈ
ଦୋକାନର ବରା ଆଳୁଚପ
ସ୍ମୃତି ର ଆକାଶରୁ ଖାଲି ହୁଏ କେବେ
ଏମିତି ବର୍ଷା ଟପ ଟପ

Festivals Of Odisha